ଅନୁଚିନ୍ତା

ଜୀବନ ଦର୍ଶନ

“ଭଗବାନଙ୍କୁ ଦେବ ଶକ୍ତି ବଳରେ ଦେଖି ହୁଏ ନାହିଁ କି ଯଜ୍ଞ, ତପ, ଦାନ ଇତ୍ୟାଦି ଶୁଭକର୍ମ ବଳରେ ମଧ୍ୟ ଦେଖି ହୁଏ ନାହିଁ, ତାଙ୍କୁ କେବଳ ଅନନ୍ଯ ଭକ୍ତି ଦ୍ବାରା ଦେଖି ହୁଏ, ପୁଣ୍ଯକର୍ମ ଉଚ୍ଚଲୋକ ଓ ବହୁତ ଭୋଗ୍ଯ ପଦାର୍ଥ ପ୍ରଦାନ କରିପାରେ, ମାତ୍ର ସେଥିରେ ଭଗବତ୍ ଦର୍ଶନ କରାଇ ଦେବାର ସାମର୍ଥ୍ୟ ନାହିଁ, ଭଗବାନଙ୍କ ଦର୍ଶନ ପାଇଁ ଏହି ପ୍ରାକୃତ ମହତ୍ତ୍ବ ମୂଲ୍ୟ ହୀନ।

Show More

Related Articles

Back to top button