Breaking PLUSମୁଖ୍ୟ ଖବର

ଆତଙ୍କବାଦୀ ଆକ୍ରମଣରେ ବାୟୁସେନାର ତିନି କର୍ମଚାରୀ ଆହତ

ନୂଆଦିଲ୍ଲୀ- ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ସୁରାନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ବାୟୁସେନା କର୍ମଚାରୀ ଯାଉଥିବା ଦୁଇଟି ଗାଡିକୁ ଆକ୍ରମଣ କରିଛନ୍ତି। ଯେଉଁଥିରେ ଭାରତୀୟ ବାୟୁସେନାର ତିନି କର୍ମଚାରୀ ଆହତ ହୋଇଥିବା ଖବର ମିଳିଛି।

ଚଳିତ ବର୍ଷ ଏହି ଅଞ୍ଚଳରେ ସଶସ୍ତ୍ର ବାହିନୀ ଉପରେ ଏହା ହେଉଛି ପ୍ରଥମ ଆକ୍ରମଣ । ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button