Breaking PLUSVIDEOଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ମହିଳାଙ୍କ ପ୍ରତି ହେଉଥିବା ହିଂସାରେ ଓଡ଼ିଶା ତୃତୀୟ : ସାଂସଦ ଅପରାଜିତା ଷଡଙ୍ଗୀ

ମହିଳାଙ୍କ ପ୍ରତି ହେଉଥିବା ହିଂସାରେ ଓଡ଼ିଶାରେ ତୃତୀୟ ସ୍ଥାନରେ ଥିବା NCRB ନିକଟରେ ତଥ୍ୟ ପ୍ରକାଶ କରିଛି । ଏନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ମହିଳାଙ୍କ ପ୍ରତି ହେଉଥିବା ହିଂସାରେ ଓଡ଼ିଶାରେ ତୃତୀୟ ସ୍ଥାନରେ ଥିବା NCRB ନିକଟରେ ତଥ୍ୟ ପ୍ରକାଶ କରିଛି । ଏନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସେ ଏନେଇ ବାଚସ୍ପତିଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଓଡ଼ିଶା ସରକାର ଏ ଦିଗରେ ଅଧିକ ଜତ୍ନବାନ ହେବା ନେଇ ଅନୁରୋଧ କରିଛନ୍ତି । ତେବେ ହିଂସାରେ ପିଡିତ ମହିଳାଙ୍କୁ ନ୍ୟାୟ ମଳିବା ପ୍ରକ୍ରୀୟରେ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଦୋଶିଙ୍କୁ ତୁରନ୍ତ ଦଣ୍ଡ ବିଧାନ କରିବା ଏବଂ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ କେନ୍ଦ୍ର ରାଜ୍ୟଉପରେ ଚାପ ପକାଇବା ପାଇଁ ସେ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି ।

Show More

Related Articles

Back to top button