Breaking PLUSVIDEOଓଡ଼ିଶାଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସାକ୍ଷାତକାରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଭାରତୀୟ ସଂସ୍କୃତି ଓ ପରମ୍ପରା ପାଇଁ ଭାରତରେ କରୋନା ନିଜ ରୂପ ବଦଳାଇଛି

ଭୁବନେଶ୍ବର ଏମ୍ସର ବିନ୍ଧାଣୀ କୁହାଯାଉଥିବା ଓ କନ୍ଧମାଳ ଜିଲ୍ଲାର ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କର ପ୍ରାଣ ରକ୍ଷକ ଭାବରେ ପରିଚିତ ପ୍ରଫେସର ଅଶୋକ କୁମାର ମହାପାତ୍ର । ଟିଣ ଘରେ ରହି ରାଜଧାନୀ ଭୁବନେଶ୍ବରରେ ଏମ୍ସକୁ ଛିଡା କରାଇଛନ୍ତି ସେ । ଓଡ଼ିଶାର ଅତି ଲୋକପ୍ରିୟ ଭୁବନେଶ୍ବର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ତଥା ବର୍ତ୍ତମାନ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଅଶୋକ ମହାପାତ୍ର ।

Show More

Related Articles

Back to top button