ଓଡ଼ିଶା

ଭାରତମାତା ମନ୍ଦିର

ବାରାଣାସୀରେ ଏକ ନିଅାରା ଭାରତମାତା ମନ୍ଦିର ରହିଛି, ଯାହାର ଶଂଖ ମଲମଲ ଉପରେ ଅଙ୍କାଯାଇଛି ଅବିଭକ୍ତ ଭାରତ ମାନିଚିତ୍ର ସାରା ବିଶ୍ୱକୁ ଅାକର୍ଷିତ କରି ଅାସିଥିବା ଏହି ସହରଟି ମଧ୍ୟରେ ରହିଥିବା ଏହି ମନ୍ଦିର କିନ୍ତୁ ଦର୍ଶକଙ୍କ ନଜରରୁ ଦୂରେଇ ରହିଛି ବିଦେଶୀ ପର୍ଯ୍ୟଟକଙ୍କର ଏହା ବହୁତ ପସନ୍ଦର ସ୍ଥାନ ମହାମତ୍ା ଗାନ୍ଧି କାଶୀ ବିଦ୍ୟାପୀଠରେ ରହିଥିବା ଏହି ମନ୍ଦିରର ନିର୍ମାଣ ବାବୁ ଶିବ ପ୍ରସାଦ ଗୁପ୍ତା 1918ରୁ 1924 ମଧ୍ୟରେ କରିଥିଲେ 25 ଅକ୍ଟୋବର 1936ରେ ମହାମତ୍ା ଗାନ୍ଧି ଏହାର ଉଦ୍ଘାଟନ କରିଥିଲେ ଏହି ମନ୍ଦିରକୁ ଦୁର୍ଗା ପ୍ରସାଦ ଖତ୍ରୀଙ୍କର ମାର୍ଗଦର୍ଶନରେ 30 ଶ୍ରମିକ ଓ 25 ରାଜମିସ୍ତ୍ରୀ କରିଥିଲେ

Show More

Related Articles

Back to top button