ଓଡ଼ିଶା

ନିଅାରା ବସ୍ଷ୍ଟାଣ୍ଡ

ବିଶ୍ୱରେ ଏମିତି ଅନେକ ବସ୍ଷ୍ଟାଣ୍ଡ ରହିଛି, ଯାହାକି ତାର ନିଅାରା ନିର୍ମାଣ ସକାଶେ ଲୋକଙ୍କର ଅାଖିଦୃଶିଅା ହୋଇପାରିଛି ଜାପାନରେ ରହିଛି ଏହି ସବୁ ବସ୍ଷ୍ଟାଣ୍ଡ ଏହାକୁ ଦେଖିବାକୁ ବହୁ ଦୂର ଦୂରାନ୍ତରୁ ଲୋକମାନେ ଅାସିଥାନ୍ତି ଜାପାନର ଅନେକ ସ୍ଥାନରେ ଏହାକୁ ନିଅାରା ଅାକାର ଦିଅାଯାଇ ତିଅାରି କରାଯାଇଛି ଦେଖିବାକୁ ନିଅାରା ପ୍ରକାରର ହୋଇଥିବାରୁ ଏହା ପର୍ଯ୍ୟଟକଙ୍କ ଅାକର୍ଷଣର କେନ୍ଦ୍ରସ୍ଥଳ ହୋଇଥାଏ 1990 ମସିହାରେ ଟ୍ରାଭେଲ ଏକ୍ସପୋ ଶୋ’ କାଳରେ ଅାଗନ୍ତୁକଙ୍କର ଅାକର୍ଷଣ ପାଇଁ ଏହାକୁ କରାଯାଇଥିଲା ଏହିସବୁ ବସ୍ଷ୍ଟାଣ୍ଡକୁ ଫଳ ସେପ୍ ଦିଅାଯାଇଛି

Show More

Related Articles

Back to top button