Breaking PLUSଓଡ଼ିଶାମୁଖ୍ୟ ଖବର

କଂଗ୍ରେସରେ ସାମିଲ ହେଲେ ଦେବାଶିଷ ନାୟକ

ଭୁବନେଶ୍ୱର- କଂଗ୍ରେସରେ ସାମିଲ ହେଲେ ଦେବାଶିଷ ନାୟକ । ଟିକେଟ ଆଶାରେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ଯାଜପୁର ଜିଲ୍ଲା ବରୀ ଆସନରୁ ବିଜେପି ଟିକେଟ୍ ନ ଦେବାରୁ ଅସନ୍ତୁଷ୍ଟ ହୋଇ ସେ ଦଳରୁ ଇସ୍ତଫା ଦେଇଥିଲେ। ଏବେ କଂଗ୍ରେସରେ ଯୋଗ ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button