ଅନୁଚିନ୍ତାଓଡ଼ିଶାଜୀବନଚର୍ଯ୍ୟାଭକ୍ତି

ଆଜିର ଅନୁଚିନ୍ତା

1- ତୁମେ ନିଜ ଭବିଷ୍ୟତ ବଦଳାଇବାରେ ସକ୍ଷମ ନୁହଁ କାରଣ ଏହା ପ୍ରାରବ୍ଧ ର ଅଧିନ। କିନ୍ତୁ ତୁମେ ନିଜର ସ୍ବଭାବ ବଦଳାଇବାକୁ ସକ୍ଷମ ।ସ୍ବଭାବ ବ୍ଯକ୍ତିର ଭବିଷ୍ୟତ ବଦଳାଇବାରେ ସହାୟକ ହୋଇଥାଏ।

2- ତୁମେ କୌଣସି କାର୍ଯ୍ୟ କରିବାକୁ ନିଶ୍ଚୟ କଲେ ତାହା ତୁମେ କରିପାରିବ । କିନ୍ତୁ ଯଦି ପ୍ରଥମରୁ ଭାବିବ ଯେ ମୁଁ ଏହି କାମ କରିପାରିବି ନାହିଁ ତେବେ ତୁମେ ଅସଫଳ ହୋଇଯିବ । ଏଣୁ କୁହାଯାଇଛି- ମନ କେ ଜିତେ ଜିତ୍ ହୈ,ମନକେ ହାରେ ହାର । ଏଣୁ ଆତ୍ମ ବିଶ୍ଵାସ ସହିତ କାର୍ଯ୍ୟାରମ୍ଭ କର।

3- ସମ୍ପର୍କର ଡୋର ଆମରି ହାତରେ ରହିଥାଏ,ଧରି ରଖିଲେ କାଳ କାଳ ବିତିଯାଏ ଆଉ ଛାଡିଦେଲେ ମୁହୂର୍ତ୍ତକ ମଧ୍ୟରେ ଛିଣ୍ଡି ଖଣ୍ଡ ଖଣ୍ଡ ହୋଇଯାଏ।

 

Show More

Related Articles

Back to top button