Breaking PLUSଦେଶମୁଖ୍ୟ ଖବରରାଜନୀତି

ମେ 14ରେ ନାମାଙ୍କନ ଦାଖଲ କରିବେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି ପକ୍ଷରୁ ବାରଣାସୀରୁ ତୃତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ବାରଣାସୀରେ ମେ’ ୭ରୁ ମେ’ ୧୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଚାଲିବ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ମାସର ଦ୍ୱିତୀୟ ସପ୍ତାହରେ ବାରଣାସୀରେ ପହଞ୍ଚିବେ ଏବଂ ସମ୍ଭାବ୍ୟ ତାରିଖ ଅନୁଯାୟୀ ସେ ୧୨ରୁ ୧୪ ମେ’ ମଧ୍ୟରେ ଧାର୍ଯ୍ୟ ଦିନରେ ନାମାଙ୍କନ ଦାଖଲ କରିବେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button