Breaking PLUSଦେଶମୁଖ୍ୟ ଖବର

ମସୁରୀରେ ଖାଇକୁ ଖସିଲା କାର୍, 5 ମୃତ

ମସୁରୀ-ଡେରାଡୁନ ରାସ୍ତାରେ ଚୁନାଖାଲ ନିକଟରେ ଶନିବାର ସକାଳେ ପ୍ରାୟ ୫ଟାରେ ଏକ କାର ଅନିୟନ୍ତ୍ରିତ ହୋଇ ଖାଇକୁ ଖସି ପଡିଛି। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗାଡିରେ ୬ ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣା ବିଷୟରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖାଇରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button