ଅନୁଚିନ୍ତାଓଡ଼ିଶାଜୀବନଚର୍ଯ୍ୟା

ବେଦବାଣୀ

ଜଳ, ସ୍ଥଳ, ବାୟୁ, ବନସ୍ପତି ଆଦି ପଦାର୍ଥକୁ ଶୁଦ୍ଧ ଓ ନିର୍ମଳ ରଖୁଥିବା
ବ୍ୟକ୍ତି ପର୍ଯ୍ୟାବରଣକୁ ସୁନ୍ଦର, ସ୍ଵଛ ଓ ପ୍ରଦୂଷଣମୁକ୍ତ କରିଥାଏ , ସେ ପ୍ରକୃତରେ ଜନସମାଜର କଲ୍ୟାଣକାରୀ । ଏଦିଗରେ ବେଦ ମନ୍ତ୍ର କହନ୍ତି – ଓ୩ମ୍ ଶିବୋଭବ ପ୍ରଜାଭ୍ୟୋ ମାନୁଷୀଭ୍ୟଃ ତ୍ୱଂ ଅଙ୍ଗିରଃ ଅର୍ଥାତ୍ ହେ ମାନବ ! ସମସ୍ତଙ୍କ ପାଇଁ ମଙ୍ଗଳକାରୀ ହୁଅ।ବୃକ୍ଷ, ଜଳ, ବାୟୁ, ବନସ୍ପତିର ସୁରକ୍ଷା କର। ପର୍ଯ୍ୟାବରଣକୁ ବିକୃତ କରନାହିଁ। କାରଣ ବିକୃତ ବାୟୁ, ଜଳ, ବନସ୍ପତି ସମାଜକୁ ବିଷମୟ କରିଦେବେ।(ଯଜୁର୍ବେଦ,୧୧,୪୫)

Show More

Related Articles

Back to top button