ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଜୀବନଚର୍ଯ୍ୟାପୂଜା ପାର୍ବଣମୁଖ୍ୟ ଖବର

ଆଜି ଶ୍ରୀକ୍ଷେତ୍ର ଗସ୍ତରେ ଯାଇ ରଥଯାତ୍ରାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଆଜି ଶ୍ରୀକ୍ଷେତ୍ର ଗସ୍ତରେ ଯାଇ ରଥଯାତ୍ରାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ମିଳିଥିବା ସୂଚନା ଅନୁଯାୟୀ , ବିଦେଶରୁ ଫେରିବା ପରେ ସିଧାସଳଖ ପୁରୀ ଗସ୍ତ କରିବେ ନବୀନ ପଟ୍ଟନାୟକ ।

ତେବେ ମୁଖ୍ୟମନ୍ତ୍ରୀ ଦିନ ୧୦ଟା ୧୦ ମିନିଟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ଏବଂ ଏହାପରେ ହେଲିକପ୍ଟର ଯୋଗେ ୧୦ଟା ୧୫ ମିନିଟରେ ପୁରୀ ଗସ୍ତ କରିବେ । ସେଠାରେ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଏବଂ ଦକ୍ଷିଣ ଦ୍ୱାର ପଞ୍ଜାବୀ ମଠ ନିକଟରେ ପ୍ରକଳ୍ପର କିଛି ଅଂଶ ନିର୍ମାଣ କାର୍ଯ୍ୟର ଶେଷ ପର୍ଯ୍ୟାୟକୁ ବୁଲି ଦେଖିବେ । ପରେ ପରେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବେ ।

 

 

Show More

Related Articles

Back to top button