Breaking PLUSଓଡ଼ିଶାମୁଖ୍ୟ ଖବର

17ଦିନ ପରେ 40 ଡିଗ୍ରୀ ତଳକୁ ଖସିଲା ରାଜଧାନୀର ତାପମାତ୍ରା

ଭୁବନେଶ୍ୱର- ରାଜ୍ୟରେ ଗୁରୁବାର ସାଢେ ୨ଟା ସୁଦ୍ଧା ୪୨ ଡିଗ୍ରୀ ଟପିଲା ୨ ସହରର ତାପମାତ୍ରା। ୪୨.୬ ଡିଗ୍ରୀ ସହ ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର। ସମ୍ବଲପୁର ୪୨.୩, କେନ୍ଦୁଝର ୪୨, ହୀରାକୁଦ ୪୧.୮, ରାଉରକେଲା ୪୧.୮, ବାଲେଶ୍ୱର ଓ ଚାନ୍ଦବାଲି ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ଦୀର୍ଘ ୧୭ ଦିନ ପରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଲା। ୧୫ ଏପ୍ରିଲରୁ ୧ ମେ’ ପରେ ୪୦ଡିଗ୍ରୀ ତଳକୁ ଖସିଛି। ଗୁରୁବାର ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button