Breaking PLUSଦେଶମୁଖ୍ୟ ଖବର

ଅଭିନେତା ସାହିଲ ଖାନ ଗିରଫ

ମୁମ୍ବାଇ- ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ ସମେତ ୩୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଲୋକଙ୍କ ମଧ୍ୟରେ ଅଭିନେତା ସାହିଲ ଖାନଙ୍କ ନାମ ମଧ୍ୟ ଅଛି।
ମୁମ୍ବାଇ ପୋଲିସ ଏସଆଇଟି ତାଙ୍କୁ ଗିରଫ କରିଛି। କିଛି ଦିନ ପୂର୍ବରୁ ଏସଆଇଟି ତାଙ୍କୁ ପଚରାଉଚରା କରିଥିଲା। ସାହିଲ ‘ଷ୍ଟାଇଲ’ ଏବଂ ‘ଏକ୍ସକ୍ୟୁଜ ମି’ ଭଳି ମୁଭିରେ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି। ଏହାପରେ ସେ ଜଣେ ଫିଟନେସ ଏକ୍ସପର୍ଟ ହୋଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button