ଅନୁଚିନ୍ତାଓଡ଼ିଶାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

1-ଜୀବନରେ ମିଛ କହିବା ବଡ଼ ପାପ ।

2- ଅପ୍ରିୟ ସତ କହିବା ଦ୍ବାରା ବେଳେ ବେଳେ ମଣିଷ ଅସୁବିଧା ରେ ପଡେ ।

3- ଏ ମାୟା ସଂସାର ଭିତରେ ମଣିଷ ସତ୍ୟ କଣ ଅନୁଭବ କଲା ପରେ ବି ପୁଣି ସେହି ମୋହ ମାୟା ଭିତରେ ପଶିଯାଏ ।ତେବେ ସେ ସତ୍ୟ କଣ ଜାଣେ, ନା ପୁଣି ହଜିଯାଏ ।

4-ଆଜିର ଯୁବଗୋଷ୍ଠୀ ପାଇଁ ରୋଜଗାର କରିବା ଯେତିକ ବଡ଼ ଭାବୁଛନ୍ତି, ସମାଜରେ ଗୋଟିଏ ସୁନ୍ଦର ମଣିଷ ହୋଇ ସମସ୍ତଙ୍କ ସୁଖ ଦୁଃଖର ଠିଆ ହେବା ସେତିକି ଜରୁରୀ ।

5-ଅଧିକା ରୋଜଗାର କରିବା ଆଶାରେ ନିଜ ମାଟିଛାଡି ବାହାରକୁ ଗଲାପରେ ମାଆ ମାଟିକି ଭୂଲି ଶେଷରେ ବାପା ମାଆଙ୍କ ଶେଷ ଅବସ୍ଥା ସମୟରେ ବି ପାଖରେ ନଥାନ୍ତି । ଇଏ କଣ ଯୋଗ୍ୟ ସନ୍ତାନର କର୍ତ୍ତବ୍ୟ । ଜୟ ଜଗନ୍ନାଥ

 

Show More

Related Articles

Back to top button