ଅନୁଚିନ୍ତା

ଆଜିର ଅନୁଚିନ୍ତା

1-“କେବଳ ସାପ ନୁହେଁ ବନ୍ଧୁ କିଛି ମଣିଷ ବି ବିଷାକ୍ତ ହୋଇଥାନ୍ତି , ସାପକୁ ତ ଦୂରରୁ ଚିହ୍ନି ହୁଏ କିନ୍ତୁ ବିଷାକ୍ତ ମଣିଷକୁ ଚିହ୍ନିବା ବହୁତ କଷ୍ଟକର ହୋଇଥାଏ !!”_

2-“ଜୀବନ ଗୋଟିଏ ମିନିଟରେ ବଦଳି ଯାଇ ନଥାଏ , କିନ୍ତୁ ଗୋଟିଏ ମିନିଟରେ ନେଇଥିବା ନିଷ୍ପତ୍ତି ଆମ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳେଇ ଦେଇଥାଏ !!”

3-“ଯେଉଁମାନେ ନିଜ ସର୍ତ୍ତ ରେ ଜିତିଥାଆନ୍ତି ଖୁସି ସେମାନଙ୍କୁ ମିଳି ନଥାଏ . ଖୁସି ତ ସେମାନଙ୍କୁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସିପାଇଁ ନିଜ ଜୀବନର ସର୍ତ୍ତକୁ ବଦଳାଇ ଦେଇ ଥାଆନ୍ତି !!”

4-“ଗୋଟିଏ କ୍ୟାଲେଣ୍ଡର ବଦଳିବା ପାଇଁ ୩୬୫ ଦିନ ସମୟ ଲାଗିଥାଏ , କିନ୍ତୁ ଗୋଟିଏ ମଣିଷ ବଦଳିବା ପାଇଁ ; ଛାଡ଼ ସେ କଥା ନ କହିବା ଭଲ . ସେଭଳି ଲୋକଙ୍କ କଥାକୁ ଧ୍ୟାନ ନଦେଇ ଖାଲି ନିଜର କର୍ତ୍ତବ୍ୟ କରିଚାଲନ୍ତୁ ସମୟ ଅନୁସାରେ ସବୁକିଛି ଠିକ ହୋଇଯିବ !!”

Show More

Related Articles

Back to top button