ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

ଜୀବନର ଅନ୍ୟନାମ ଯନ୍ତ୍ରଣା, ମଣିଷ ସବୁ ଜାଣି ମଧ୍ୟ ବେଳେ ବେଳେ ହାରିଯାଏ, ।
କ୍ରୋଧ ତୀକ୍ଷଣ ଖଡ଼ଗ ସତୃଶ ଅଟେ କ୍ରୋଧ ଯୋଗୁ ମଣିଷର ଅନ୍ୟ ସମସ୍ତ ସଦଗୁଣ ନଷ୍ଟ ହୋଇଯାଏ ।
ଵୃକ୍ଷ ଯଥା ସମୟରେ ଫଳ ଧରିବା ପରି ପାପୀ ସମୟ ଆସିଲେ ତା’ ପାପର ଫଳ ଭୋଗ କରିଥାଏ ।
ସାଧୁ ଅନ୍ୟର ଦୁଖ ମୋଚନ କରିବାକୁ ଯାଇ କଷ୍ଟ ଭୋଗ କରନ୍ତି ମାତ୍ର ଦୁଷ୍ଟ ଲୋକ ଅନ୍ୟକୁ ଦୁଖ ଦେଇ ଆନନ୍ଦ ଅନୁଭବ କରନ୍ତି ।
ଉତ୍ସାହ ସବୁଠାରୁ ବଳି ବଡ଼ ବଳ ଅଟେ ।

ଜୟ ଜଗନ୍ନାଥ,
ଆଜିର ଦିନଟି ସମସ୍ତଙ୍କର ମଙ୍ଗଳ ହେଉ ।

Show More

Related Articles

Back to top button