ଜୀବନଚର୍ଯ୍ୟାଶିକ୍ଷା

ବେଦବାଣୀ

ଯେଉଁମାନେ ଭୁଲ ଶୁଣି, ଭୁଲ ଦେଖି ତାକୁ ଗ୍ରହଣ କରନ୍ତି ଏବଂ ଭୁଲ ପୁସ୍ତକ ପଢ଼ି ତାକୁ ସ୍ୱୀକାର କରିବା କାରଣରୁ ଅବିଦ୍ୟା (ଜଡ଼କୁ ଚେତନ, ଦୁଃଖକୁ ସୁଖ, ଅପବିତ୍ରକୁ ପବିତ୍ର ଏବଂ ଅନିତ୍ୟକୁ ନିତ୍ୟ ବୋଲି ବିଚାର କରିବାର ନାମକୁ ଅବିଦ୍ୟା କହନ୍ତି) ଯାହାକି ମନୁଷ୍ୟ ଭିତରେ ପ୍ରବେଶ କରେ। ଅବିଦ୍ୟା ଦୂର ପାଇଁ ସାଂଖ୍ୟ ଦର୍ଶନ କହେ – ପ୍ରତିନିୟତକାରଣନଶ୍ୟତ୍ୱମସ୍ୟ ଏହାର ମାନେ ପ୍ରତି ଜିନିଷର ବିନାଶ ପାଇଁ ନିୟତିର ବିପରୀତ କାରଣ ଅଛି। ବେଦ ମନ୍ତ୍ର କହନ୍ତି – ଓ୩ମ ବିଦ୍ୟାଂଚାବିଦ୍ୟା ଚ ଅର୍ଥାତ୍ ଈଶ୍ୱରୀୟ ଜ୍ଞାନ (ବେଦ) ପଢିଲେ, ତା ଉପରେ ମନନ କଲେ ଏବଂ ତଦନୁଯାୟୀ ଆଚରଣ କଲେ ଅବିଦ୍ୟା ଦୂର ହୁଏ।

 

Show More

Related Articles

Back to top button