ସେଲିବ୍ରିଟି

ହୋଟେଲରେ ରହୁଛନ୍ତି ନାଗା ଚୈତନ୍ୟ !

ଅଲଗା ହୋଇଯାଇଛନ୍ତି ସାଉଥର ଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା । ଦୁହେଁ ଅକ୍ଟୋବର ୨ରେ ଛାଡପତ୍ର ନେଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏହାରି ଭିତରେ ନାଗା ଚୈତନ୍ୟ ଘର ଛାଡି ହୋଟେଲରେ ରହୁଥିବା କଥା ସାମ୍ନାକୁ ଆସିଛି ।

ମିଡିଆ ରିପୋର୍ଟ ମୁତାବକ, ଗତ ଏକ ମାସ ହେଲା ନାଗା ଚୈତନ୍ୟ ହୋଟେଲରେ ଅଛନ୍ତି । ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ହାଇଦ୍ରାବର ଏକ ଲଗଜୁରୀ ହୋଟେଲରେ ଅଛନ୍ତି ନାଗା ଚୈତନ୍ୟ । ସେ ଘର ଛାଡି ଚାଲି ଆସିଥିବା କୁହାଯାଉଛି । ଏହି ଖବର ଏବେ ସାମ୍ନାକୁ ଆସିବା ପରେ ପୁଣି ସାଉଥ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

Show More

Related Articles

Back to top button