Breaking PLUSଦେଶମୁଖ୍ୟ ଖବର

ସଲମାନ ଖାନଙ୍କ ଘର ବାହାରେ ଗୁଳି ଚାଳନା ଘଟଣାରେ 5ମ ଅଭିଯୁକ୍ତ ଗିରଫ

ସଲମାନ ଖାନଙ୍କ ଘର ବାହାରେ ଗୁଳି ଚାଳନା ମାମଲାରେ ୫ମ ଅଭିଯୁକ୍ତ ଗିରଫ । ମଙ୍ଗଳବାର ଏହି ମାମଲାରେ ୫ମ ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ କରିଛି ମୁମ୍ୱଇର କ୍ରାଇମବ୍ରାଞ୍ଚ ଟିମ୍। ମିଳିଥିବା ସୂଚନା ମୁତାବକ, ଗିରଫ ବ୍ୟକ୍ତି ଜଣକ ସଲମାନଙ୍କ ଘର ବାହାରେ ଗୁଳି ଚାଳନା କରିଥିବା ସୁଟର୍‌ମାନଙ୍କୁ ସାହାଯ୍ୟ କରିଥିଲା। ଗିରଫ ଅଭିଯୁକ୍ତର ନାମ ମହମ୍ମଦ ଚୌଧରୀ ବୋଲି ଜଣାପଡ଼ିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button