Breaking PLUSଦେଶମୁଖ୍ୟ ଖବର

ମେ 9ରେ ହେବ ଅରବିନ୍ଦ କେଜରିୱାଲଙ୍କ ଶୁଣାଣି

ନୂଆଦିଲ୍ଲୀ-ସୁପ୍ରିମକୋର୍ଟରୁ ମିଳିଲାନି କେଜରିୱାଲଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ମଦ ନୀତି ସହ ଜଡିତ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଅର୍ଥାତ୍‌ ୭ ମେ’ ୨୦୨୪ ରେ ମଧ୍ୟ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୯ରେ ହେବ। ମଧ୍ୟବର୍ତ୍ତୀକାଳୀନ ଜାମିନର ନିଷ୍ପତ୍ତି କେବେ ଆସିବ ତାହା କୋର୍ଟ ସ୍ପଷ୍ଟ କରି ନାହାଁନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button