Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆନନ୍ଦପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଆନନ୍ଦପୁର: କେନ୍ଦୁଝର ଜିଲା ଆନନ୍ଦପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପ୍ରଚାର କରିଛନ୍ତି। ୩ୟ ପର୍ଯ୍ୟାୟରେ ଏଠାରେ ନିର୍ବାଚନ ହେବାକୁ ଥିବାବେଳେ ବିଜେଡି ପ୍ରାର୍ଥୀମାନଙ୍କ ଲାଗି ଭୋଟ ମାଗିବା ପାଇଁ ଦଳର ସୁପ୍ରିମୋ ଆଜି ଅଣାପଡ଼ିଆରେ ଆୟୋଜିତ ବିଶାଳ ସମାବେଶରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି।
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯେପରି କି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ମମତା ଯୋଜନା, ମେଧାବୃତ୍ତି , ମଧୁବାବୁ ପେନ୍‌‌ସନ, କାଳିଆ ଯୋଜନା, ମିଶନଶକ୍ତି, ଲକ୍ଷ୍ମୀ ବସ୍‌‌ ଯୋଜନା ଆଦି ଭଲ କି ବୋଲି ପଚାରି ବୁଝିଥିଲେ।

Show More

Related Articles

Back to top button