ହାତଘଡ଼ିକୁ କେବେ ମଧ୍ୟ ତକିଆ ତଳେ ରଖନ୍ତୁ ନାହିଁ କିମ୍ବା ଶୋଇବା ସମୟରେ ଖଟ ଉପରେ ରଖନ୍ତୁ ନାହିଁ। କାରଣ ଏହାଦ୍ବାରା ମାନସିକ ସମସ୍ୟା ବଢ଼ିଥାଏ।
ତକିଆ ତଳେ ମନିପର୍ସ ରଖୀବା ଦ୍ବାରା ଆର୍ଥିକ ସମସ୍ୟା ଆସେ।
କୌଣସି ବୈଦ୍ୟୁତିକ ଜିନିଷ ବା ମୋବାଇଲ୍ ଫୋନ୍ ମଧ୍ୟ ରଖୀବା ଅନୁଚିତ।
ଖଟ ପାଖରେ ଜୋତା ବା ଚପଲ ରଖୀ ଶୋଇବା ଦ୍ବାରା ଭୟାନକ ସ୍ବପ୍ନ ଆସିଥାଏ।
ଅନେକ ଜଣ ସୁନିଦ୍ରା ପାଇଁ ବହି ପଢ଼ିଥାନ୍ତି। ନିଦ ଆସିଲେ ବହିକୁ ତକିଆ ପାଖରେ ରଖୀ ଶୋଇଥାନ୍ତି। କିନ୍ତୁ ଏଭଳି କରିବା ଅଶୁଭ ବୋଲି କୁହାଯାଏ।