Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ରୁଦ୍ର ମହାରଥୀଙ୍କ ବିରୁଦ୍ଧରେ ଲଢିବେ ସ୍ତ୍ରୀ ଜାଗୃତି

ପିପିଲି- ରୋଚକ ମୋଡରେ ପିପିଲି ରାଜନୀତି । ନିର୍ବାଚନ ମଇଦାନରେ ସ୍ବାମୀ-ସ୍ତ୍ରୀ ଲଢେଇ । ପିପିଲି ବିଧାନସଭା ଆସନରେ ଗୋଟିଏ ପଟେ ରୁଦ୍ର ମହାରଥୀ ବିଜେଡିରୁ ଟିକେଟ ପାଇ ନିର୍ବାଚନକୁ ଓହ୍ଲାଇଛନ୍ତି। ଅପରପକ୍ଷେ ତାଙ୍କ ସ୍ତ୍ରୀ ଜାଗୃତି ପଣ୍ଡା ଏବେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ବୋଲି ନିଶ୍ଚିତ ହୋଇଛି। ଜାଗୃତି ସ୍ବାଧୀନ ଭାବେ ପିପିଲି ନିର୍ବାଚନମଣ୍ଡଳୀରୁ ଲଢ଼ିବେ। ଏଥିଲାଗି ସେ ସୋମବାର ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ରୁଦ୍ର ଗତ ୩ ତାରିଖରେ ନାମାଙ୍କନ ଭରିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button