ଖେଳ

ଆଇପିଏଲ ଟକ୍କର : ମୁହାଁମୁହିଁ ହେବେ ଚେନ୍ନାଇ ଓ ଦିଲ୍ଳୀ

ଆଇପିଏଲର ୫୦ ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ଦିଲ୍ଳୀ । ଦୁଇ ଦଳ ପ୍ଲେ-ଅଫରେ ନିଜର ସ୍ଥାନ ପକ୍କା କରି ସାରିଛନ୍ତି । ତେବେ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଘମାଘୋଟ ଲଢେଇ କରିବେ ଉଭୟ ଦଳ । ଦୁଇ ଦଳ ସମାନ ପଏଣ୍ଟ ହାସଲ କରିଥିବା ବେଳେ ରନରେଟରେ ଦିଲ୍ଳୀକୁ ପଛରେ ପକାଇଛି ଚେନ୍ନାଇ । ଚେନ୍ନାଇ ପୂର୍ବ ମ୍ୟାଚରେ ରାଜସ୍ଥାନ ଠାରୁ ଏକତରଫା ଭାବରେ ପରାସ୍ତ ହୋଇଥିବା ବେଳେ ଦିଲ୍ଲୀ, ମୁମ୍ବାଇକୁ ପରାସ୍ତ କରିଥିଲା ।

Show More

Related Articles

Back to top button