Breaking PLUSଦେଶମୁଖ୍ୟ ଖବର

କୁଲଗାମରେ ଭାରତୀୟ ସେନାର ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀରର ଭାରତୀୟ ସେନାକୁ ମିଳିଛି ବଡ ଧରଣର ସଫଳତା । କୁଲଗାମ ଜିଲ୍ଲା ପୋମବାଇ ଏବଂ ଗୋପାଲପୋରାରେ ଏନ୍‌କାଉଣ୍ଟର କରିଛି ଭାରତୀୟ ସେନା । ଏହି ଏନ୍‌କାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ କାଶ୍ମୀର ପୋଲିସ ଆଇଜିପି ବିଜୟ କୁମାର ।

ବର୍ତ୍ତମାନ କୁଲଗାମରେ ଆଉ କିଛି ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସେନା ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ଚାରିପଟୁ ସିଜ୍‌ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

 

 

Show More

Related Articles

Back to top button