Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଜେଡିରେ ଯୋଗ ଦେଲେ ଅଖିଳ ପଟ୍ଟନାୟକ

ଭୁବନେଶ୍ୱର- ବିଜେଡିରେ ଯୋଗଦେଲେ ଅଖିଳ ପଟ୍ଟନାୟକ । ସେ ଭୁବନେଶ୍ୱରର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ଖାସ୍‌ ଅନୁଗତ ଥିଲେ। ତେବେ ଆଜି ଶଙ୍ଖଭବନରେ ଆୟୋଜିତ ମିଶ୍ରଣପର୍ବରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଭାଜପାର ନୀତି ଏବଂ ନୈତିକତା ନ ଥିବା କହି ବର୍ଷିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button