Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ବର ଏୟାରପୋର୍ଟରୁ ୩ କେଜିରୁ ଊର୍ଦ୍ଧ୍ୱ ସୁନା ଜବତ

ଭୁବନେଶ୍ବର- ଭୁବନେଶ୍ୱର ବିମାନବନ୍ଦରରୁ ବୁଧବାର ୩ କେଜିରୁ ଊଦ୍ଧର୍‌ବ ସୁନା ଜବତ ହୋଇଛି । କେନ୍ଦ୍ରୀୟ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ୩.୭୭ କେଜି ସୁନା ଜବତ କରିଛି। ଏହି ଜବତ ସୁନାର ମୂଲ୍ୟ ପ୍ରାୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଦୁବାଇରୁ ଭୁବନେଶ୍ବର ଆସୁଥିବା ୪ ଯାତ୍ରୀଙ୍କଠାରୁ ଏହି ସୁନା ଜବତ କରାଯାଇଥିବା ବେଳେ ୪ ଜଣଙ୍କୁ ଗିରଫ କରି ପଚରାଉଚରା ଚାଲିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button