ଓଡ଼ିଶାମୁଖ୍ୟ ଖବର

ରାଜ୍ୟର ବିଭିନ୍ନ ଫର୍ଣ୍ଣିଚର୍‌ ଶୋ’ରୁମରେ ଜିଏସ୍‌ଟିର ଚଢାଉ

ଓଡ଼ିଶାର ବିଭିନ୍ନ ଫର୍ଣ୍ଣିଚର୍‌ ଶୋ’ରୁମରେ ଜିଏସ୍‌ଟିର ଚଢାଉ । କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ବରଗଡ, ଭବାନୀପାଟଣା ଏବଂ ବ୍ରହ୍ମପୁରର ୧୫ଟି ଆଇରନ୍‌ ଏବଂ ଉଡ୍‌ ଫର୍‌ନିଚର୍‌ ଶୋ’ରୁମରେ ଅଧିକାରୀମାନେ ଚଢାଉ କରିଥିଲେ ।

ବଡ଼ ଧରଣର ଟିକସ ଫାଙ୍କିବା ଅଭିଯୋଗରେ ସିଟି ଏବଂ ଜିଏସ୍ଟି ଏନଫୋର୍ସମେଣ୍ଟ ବିଭିନ୍ନ ଆସବାବପତ୍ର ଶୋ’ରୁମରେ ଚଢାଉ କରିଥିଲା ।

ବିଶେଷସୂତ୍ରରୁ ପ୍ରକାଶ ଯେ ୪୦ରୁ ଅଧିକ ପୋଲିସ ଅଧିକାରୀ ଏବଂ ଆଠଟି ଟିମ୍ ୩୦ ଟି ସ୍ଥାନରେ ଚଢାଉ କରିଛନ୍ତି ।

Show More

Related Articles

Back to top button