Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

୧୦ ସନ୍ଧ୍ୟାରେ ରୋଡ୍ ସୋ ଲାଗି ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ନେଇ ସୂଚନା ଦେଇଛନ୍ତି ସିପି ସଂଜୀବ ପଣ୍ଡା । ରାମ ମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍‌ ସୋ ହେବ । ୧୦ ସନ୍ଧ୍ୟାରେ ରୋଡ୍ ସୋ ଲାଗି ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ବେଳେ ବାଣୀବିହାର ଯାଏଁ ନୋ ଫ୍ଲାଇଂ ଜୋନ୍ । ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ମୁତୟନ ରହିବେ ।୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଏସିପି, ୪୧ ଆଇଆଇସି ରହିବେ । ୫୫ ପ୍ଲାଟୁନ ଫୋର୍ସ ଓ ୩ଟି ଆଣ୍ଟି ଟେରର୍ ଫୋର୍ସ ମୁତୟନ ହେବେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button