Breaking PLUSଓଡ଼ିଶାମୁଖ୍ୟ ଖବର

30ଫୁଟ୍ ତଳକୁ ଖସିଲା ପିକଅପ୍ ଭ୍ୟାନ, 3ଗୁରୁତର

ଭୁବନେଶ୍ୱର/ ଜଳେଶ୍ବର, 7 ଏପ୍ରିଲ – ଫରେଷ୍ଟ ଚେକ ପୋଷ୍ଟକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସି ପଡିଲା ପିକଅପ ଭ୍ୟାନ । ଫଳରେ ଡ୍ୟୁଟିରେ ଥିବା ୩ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ବର ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଫରେଷ୍ଟ ଚେକ ପୋଷ୍ଟକୁ ଧକ୍କା ଦେଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବସ୍ତା ପୋଲିସ ଏବଂ ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button