ଦେଶ ବିଦେଶସ୍ୱତନ୍ତ୍ର

ପୃଥୀବିରେ ଷଷ୍ଠ ବିଶାଳକାୟ ମହାସାଗର ଠାବ

ପୃଥୀବିରେ ପାଞ୍ଚଟି ମହାସାଗର ରହିଥିବା ସମସ୍ତେ ଜାଣିଛନ୍ଥି । କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଆଉ ଏକ ବିଶାଳକାୟ ମହାସାଗର ଠାବ କରିଛନ୍ତି । ରିସର୍ଚ୍ଚ ଟିମ୍ ରମଣ ସ୍ପେକ୍ଟ୍ରୋସ୍କୋପି ଓ ଏଫଟିଆଇଆର ସ୍ପେକ୍ଟ୍ରୋସ୍କୋପି ଟେକନିକର ଉପଯୋଗ କରି ଏହି ସଫଳତା ହାସଲ କରିଥିବା ସୂଚନା ମିଳିଛି ।

ଅନ୍ତର୍ଜାତୀୟ ରିପୋର୍ଟ ମୁତାବକ, ପୃଥିବୀ ପୃଷ୍ଠର ତଳେ ଏହି ମହାସାଗର ରହିଛି । ସମସ୍ତ ମହାସାଗରର ଆୟତନର ତିନି ଗୁଣା ପାଣି ଉକ୍ତ ମହାସାଗରରେ ରହିଥିବା ଜଣାପଡ଼ିଛି । ଉକ୍ତ ପାଣି ପୃଥିବୀର ସବୁଠାରୁ ଅନ୍ତରୀଣ ଭାଗ ଓ ମେଣ୍ଟଲ ମଧ୍ୟରେ ରହିଛି । ଏଥିପାଇଁ ରିସର୍ଚ୍ଚ ଟିମ୍ ରମଣ ସ୍ପେକ୍ଟ୍ରୋସ୍କୋପି ଓ ଏଫଟିଆଇଆର ସ୍ପେକ୍ଟ୍ରୋସ୍କୋପି ସହିତ ଅନ୍ୟ ଟେକନିକର ଉପଯୋଗ କରିଥିଲେ ।

 

Show More

Related Articles

Back to top button