Breaking PLUSଓଡ଼ିଶାଜୀବନଚର୍ଯ୍ୟାଦେଶ ବିଦେଶବ୍ୟକ୍ତିତ୍ୱମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା

 ସିନେ ଜଗତରେ ଓଡିଆ ଇଣ୍ଡଷ୍ଟ୍ରିରେ ବହୁ ଚର୍ଚ୍ଚାରେ ଥିଲେ ବର୍ଷା ଓ ଅନୁଭବ ।

 ସିନେ ଜଗତରେ ଓଡିଆ ଇଣ୍ଡଷ୍ଟ୍ରିରେ ବହୁ ଚର୍ଚ୍ଚାରେ ଥିଲେ ବର୍ଷା ଓ ଅନୁଭବ । ବହୁ ଚଳଚିତ୍ରରେ ଅଭିନୟ କରି ସଫଳତା ହାସଲ କରିବା ପରେ ଦୁହେଁ ବିବାହ ହନ୍ଧନରେ ବାନ୍ଧି ହୋଇଥିଲେ । ଏକଦା ଓଲିଉଡ୍ ଇଣ୍ଡଷ୍ଟ୍ରିରେ ହଟ୍ କପଲ୍ ଭାବେ ସବୁଠୁ ଆଗରେ ଥିଲେ ଅନୁଭବ ଆଉ ବର୍ଷା । ତେବେ ସମୟ ଗଡ଼ି ଚାଲିବା ସହ ଏହି ଦମ୍ପତିଙ୍କ ସମ୍ପର୍କରେ ଆସିଲା ଝଡ଼ । ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କ ସହ ଅନୁଭବଙ୍କର ସମ୍ପର୍କ ଥିବା ନେଇ  ଗଣମାଧ୍ୟମରେ ବହୁ ଚର୍ଚ୍ଚା ହେବାକୁ ଲାଗିଲା । ଏହାକୁ ନେଇ ଦିହିଁଙ୍କ ମଧ୍ୟରେ କଳହ ସୃଷ୍ଟି ହେଲା । ତେବେ ବର୍ଷା ଓ ଅନୁଭବଙ୍କ ଛାଡପତ୍ର ମାମଲା ଏବେ କୋର୍ଟରେ ବିଚାରଧୀନ ହୋଇ ରହିଛି । ଯେହେତୁ ବର୍ଷା ଓଲିଉଡର ଜଣେ ଆଗଧାଡିର ନାୟିକା ସହ ତାଙ୍କର ଜନତାଙ୍କ ସହ ଭଲ ସମ୍ପର୍କ ରହିଛି । ତେଣୁ ସେ ଦୃଷ୍ଟିରୁ ବର୍ଷା ଆଗାମୀ ବର୍ଷ  ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ ଏହା ସତ କି ନାହିଁ, ସମୟ ଆସିଲେ ଜଣାପଡିବ ।

 

 

Show More

Related Articles

Back to top button