ସ୍ୱାସ୍ଥ୍ୟ

ଗୋଲମରିଚ ଓ ମିଶିରୀ ଗ୍ରୀଷ୍ମ ଋତୁରେ ସେବନ କରି ପାଆନ୍ତୁ ଅଦ୍ଭୁତ ଲାଭ

ଭାରତୀୟ ରୋଷେଇ ଘରେ ଗୋଲମରିଚ ଓ ମିଶିରିର ବ୍ୟବହାର ପ୍ରାୟତଃ କରାଯାଇଥାଏ l ଗୋଲମରିଚରେ ଭିଟାମିନ-ସି ,ବିଟାକେରୋଟିଂ ,ଭିଟାମିନ-ଏ ,ଆଣ୍ଟି ଆକ୍ସିଡେଣ୍ଟ ଇତ୍ୟାଦି ରହିଛି

ମିଶିରିର ଭିଟାମିନ-ବି ୧୨ ଫାଇବର ,ଅଣ୍ଟିଆକ୍ସିଡେଣ୍ଟ ଇତ୍ୟାଦି ଗୁଣ ରହିଛି l

* ଗୋଲମରିଚ ଓ ମିଶିରିକୁ ଏକ ସାଙ୍ଗରେ ଖାଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥଏ l ପେଟରେ ଗ୍ୟାସ ,କୋଷ୍ଠକାଠିନ୍ୟ ଓ ପେଟ ଫାମ୍ପିବା ସମସ୍ୟାରୁ ଗୋଲମଚୀର ଓ ମିଶିରୀ ଆରମ୍ଭ ଦେଇଥାଏ l

* ଗୋଲମରିଚ ମିଶିରୀ ଏକ ସହିତ ସେବନ କରିବା ଦ୍ୱାରା ମାନସିକ ଉତେଜନା ଦୂର ହୋଇଥାଏ ଓ ଭଲ ନିଦ ହୁଏ l

* ଗୋଲମରିଚ ଓ ମିଶିରୀ ସେବନ କଲେ ମୋଟାପଣ କମ ହୋଇଥାଏ l ଗୋଲମରିଚ ପେଟ ଭିତରର ମୋଟାପଣ ସୃଷ୍ଟି କରୁଥିବା କୋଷିକା ଗୁଡିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ l

* ଗୋଲମରିଚ ଓ ମିଶିରିକୁ ଏକ ସହିତ ସେବନ କଲେ ଗ୍ରୀଷ୍ମ ଋତୁରେ ଶକ୍ତି ମିଳିଥାଏ l ଅଧିକ ଝାଳ ବୋହିବା ଯୋଗୁ ଯେଉଁ ଥକାପଣ ଲାଗିଥାଏ ତାହା ଦୂର ହୁଏ l

Show More

Related Articles

Back to top button