Breaking PLUSଦେଶମୁଖ୍ୟ ଖବରରାଜନୀତି

ମାନବାଧିକାର ସଶକ୍ତିକରଣ ପାଇଁ ଭିତ୍ତିଭୂମିର ବ୍ୟାପକ ବିକାଶ ଆବଶ୍ୟକ

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ମାନବିକ ଅଧିକାରର ପ୍ରୋତ୍ସାହନ ତଥା ସଶକ୍ତିକରଣ ପାଇଁ ଦେଶରେ ଭିତ୍ତିଭୂମିର ବ୍ୟାପକ ବିକାଶ ଆବଶ୍ୟକ। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ମାନବିକ ଅଧିକାର ଦିବସରେ ସେ କହିଛନ୍ତି ଯେ କେବଳ ସେହି ସମାଜରେ ମାନବିକ ଅଧିକାର ବିକଶିତ ହୁଏ ଯେଉଁଠାରେ ଆଇନ ଏବଂ ନ୍ୟାୟ ସମସ୍ତଙ୍କ ପାଇଁ ସମାନ। ଶ୍ରୀ ଧନଖଡ଼ କହିଛନ୍ତି ଯେ କୌଣସି ବ୍ୟକ୍ତି ଆଇନଠାରୁ ଉର୍ଦ୍ଧ୍ୱରେ ନାହାଁନ୍ତି ଏବଂ ବର୍ତ୍ତମାନର ବ୍ୟବସ୍ଥାରେ ଆଇନ ସର୍ବୋଚ୍ଚ ଅଟେ। ସେ କହିଛନ୍ତି ଯେ ସ୍ୱଚ୍ଛ ଏବଂ ଉତ୍ତରଦାୟୀ ଶାସନ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟର ଏକ ଅଂଶ ଏବଂ ତାହା ମାନବିକ ଅଧିକାରକୁ ପ୍ରୋତ୍ସାହିତ କରିଛି।

Show More

Related Articles

Back to top button