Breaking PLUSଦେଶମୁଖ୍ୟ ଖବର

କଶ୍ମୀରର ସବୁଠୁ ଥଣ୍ଡା ସ୍ଥାନ କୋନିବଲ, ଶୂନ୍ୟରୁ ତଳକୁ ଖସିଲା ପାରା

ଶ୍ରୀନଗର, 10 ଡିସେମ୍ବର – ଜମ୍ମୁକଶ୍ମୀରରେ ଶୀତର ପ୍ରକୋପ ବଢିବାରେ ଲାଗିଛି । କଶ୍ମୀର ଘାଟି ସହିତ ଜମ୍ମୁରେ ତାପମାତ୍ରା ସର୍ବନିମ୍ନ ଖସିବାରେ ଲାଗିଛି । କଶ୍ମୀରରେ ନ୍ୟୁନତମ ତାପମାତ୍ରା ହିମାଙ୍କ ବିନ୍ଦୁରୁ ତଳକୁ ଖସିଥିବା ବେଳେ କୋନିବଲରେ ପାରା ଶୂନ୍ୟରୁ ତଳକୁ 6.0 ଡିଗ୍ରୀ ସେଲିସିୟସ ସହ ସବୁଠୁ ଥଣ୍ଡା ରହିଛି ।
ରବିବାର ପାଗ ଶୁଷ୍କ ରହିବ । 11-12 ଡିସେମ୍ବର ସାଧାରଣତଃ ବାଦଲ ଛାଇ ରହିବ ଏବଂ 13-16 ଡିସେମ୍ବର ଯାଏ ବାଦଲ ଛାଇ ରହିବ । 16 ଡିସେମ୍ବର ପର୍ଯ୍ୟନ୍ତ ଶୁଷ୍କ ଓ ଥଣ୍ଡା ପାଗ ରହିବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button