Breaking PLUSଓଡ଼ିଶାମୁଖ୍ୟ ଖବର

ସାଳନ୍ଦୀ ନଦୀରେ ବୁଡି ଜଣେ ମୃତ

ସାଳନ୍ଦୀ ନଦୀରେ ବୁଡି ଜଣେ ମୃତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସୋସୋ ଥାନା ବାଙ୍ଗୋର ଗାଁରେ ଘଟିଛି ଏଭଳି ଅଘଟଣ । ସାଳନ୍ଦୀ ନଦୀ ଘାଟରେ ବୁଡିଯାଇ ଜଣଙ୍କର ମୃତ୍ୟ ହୋଇଛି । ବାଲେଶ୍ୱର ଜିଲ୍ଲା ରଟିଣା ଗ୍ରାମର ନିରଞ୍ଜନ ମଲ୍ଲିକ ନିଜ ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ବେଳେ ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିବା ସୂଚନା ମିଳିଛି ।

Show More

Related Articles

Back to top button