Breaking PLUSଓଡ଼ିଶାମୁଖ୍ୟ ଖବର

ବାଲିଯାତ୍ରାରେ ହୋଇଛି କୋଟି କୋଟି ଟଙ୍କାର ଦୁର୍ନୀତି- ମୋକିମ

କଟକ, 10 ଡିସେମ୍ବର – କଟକର ଐତିହାସିକ ବାଲିଯାତ୍ରାରେ ଦୁର୍ନୀତି ନେଇ ବର୍ଷିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଚଳିତ ବର୍ଷ ବାଲିଯାତ୍ରାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । କମିଶନର ଏବଂ ମେୟରଙ୍କ ମଧୁଚନ୍ଦ୍ରିକାରେ ସବୁ ଦୁର୍ନୀତି ହୋଇଛି । ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସରକାର ଏକ କମିଟି ଗଠନ କରନ୍ତୁ । ଦୁର୍ନୀତିର ତଦନ୍ତ ନହେଲେ ଆଗାମୀ 19 ତାରିଖରେ କଂଗ୍ରେସ ସିଏମସି କାର୍ଯ୍ୟାଳୟ ଘେରାଉ କରିବ ବୋଲି ମୋକିମ ଚେତାବନୀ ଦେଇଛନ୍ତି ।

Show More

Related Articles

Back to top button