ସ୍ୱାସ୍ଥ୍ୟ

ଓଜନ ହ୍ରାସ କରିଆବରେ ସାହାଯ୍ୟ କରିଥାଏ ଏହି ୫ଟି ପାରିବା

ପ୍ରତିଦିନ ପନିପରିବା ସେବନ କରିବା ଆମକୁ ଶାରିରୀକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରଖିଥାଏ । ଅନେକ ପ୍ରକାର ର ପରିବା ରହିଛି ଯାହା ଶରୀରକୁ ଭିଟାମିନ ଓ ମିନେରାଲ ଯୋଗାଇ ଥାଏ ।

ଏପରି କିଛି ପରିବା ରହିଛି ଯାହା ଆମକୁ ମେଟାବୋଲିଯିମ୍ କୁ ବୁଷ୍ଟ କରିଥାଏ ।
* ବନ୍ଧା କୋବି ରେ କ୍ୟାଲୋରୀ କମ୍ ରହିଥାଏ । ଏଥିରେ କ୍ୟାଲୋରୀ କମ୍ ରହିଥାଏ ଓ ଫାଇବର ମାତ୍ରା ଅଧିକ ରହିଥାଏ । ତା ସହିତ ଭିଟାମିନ ଆଇରନ ଓ ମିନେରାଲ ଅଧିକ ରହିଥାଏ ।
* ଲାଉ ଖାଇବାକୁ ଅଧିକାଂଶ ଲୋକ ଭଲ ପାଇ ନ ଥାଆନ୍ତି । କିନ୍ତୁ ଲାଉ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରିବେ ତେବେ ଆମର ପାଚନ ଶକ୍ତି ସୁଦୃଢ଼ ହେବା ସହ କୋଲେଷ୍ଟ୍ରାଲ ହ୍ରାସ ହୋଇଥାଏ ।

* କାକୁଡି ଗୋଟିଏ ପରିବା ନୁହେଁ ଏହା ଏକ ଫଳ ଅଟେ । ଏଥିରେ ଅଧିକ ପରିମାଣରେ ପାଣି ରହିଥାଏ । ତେଣୁ ଆମେ ସାଲାଡ଼ ଭାବରେ ଅଧିକ ପରିମାଣରେ ସେବନ କରିବା ଉଚିତ୍ ।
* ବ୍ରକୋଲି ମଧ୍ୟ ପୋଷାକ ତତ୍ତ୍ଵ ରେ ଭରପୁର ଅଟେ । ଏଥିରେ ପୋଷାକ ତତ୍ତ୍ଵ ରେ ଭରପୁର ଅଟେ । ଅନେକ ଅଧ୍ୟୟନ ରୁ ଜଣା ପଡ଼ିଛି ଯେ ବ୍ରକୋଳୀ କ୍ୟାନ୍ସର ପ୍ରତିରୋଧକ ଅଟେ । ଏହା ବ୍ୟତୀତ ବ୍ଲଡ଼ ସୁଗର୍ ନୀୟତ୍ରଣ କରିଥାଏ । ଏହା ଓଜନ ହ୍ରାସ କରିବା ସହ ହାର୍ଟ ସମସ୍ୟା ରୁ ଦୂରେଇ ରଖି ଥାଏ ।

Show More

Related Articles

Back to top button