ମୁଖ୍ୟ ଖବରସେଲିବ୍ରିଟି

ପୁନିତ ରାଜକୁମାରଙ୍କ ମୃତ୍ୟୁ ପରେ ୩୧ ଯାଏ ସହରର ସମସ୍ତ ମଦ ଦୋକାନ ବନ୍ଦ

ଗତକାଲି କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଦେହାନ୍ତ ହୋଇଛି । ସେନେଇ ବେଙ୍ଗାଲୁରୁ ପୋଲିସ ସହରର ସମସ୍ତ ମଦ ଦୋକାନକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ଆଦେଶ ଅନୁଯାୟୀ, ଆଇନ ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ବାର ଏବଂ ରେଷ୍ଟୁରାଣ୍ଟ, ମଦ ଦୋକାନ ସମେତ ସମସ୍ତ ମଦ ଦୋକାନରେ ଏହି ନିଷେଧାଦେଶ ରହିଛି ।

 

 

Show More

Related Articles

Back to top button