Breaking PLUSଦେଶମୁଖ୍ୟ ଖବର

ମେ 10ରେ ଖୋଲିବ 11ତମ ଜ୍ୟୋତିର୍ଲିଙ୍ଗ ବାବା କେଦାରନାଥ ଧାମର ଦ୍ୱାର

ରୁଦ୍ରପ୍ରୟାଗ- ବିଶ୍ୱ ପ୍ରସିଦ୍ଧ 11ତମ ଜ୍ୟୋତିର୍ଲିଙ୍ଗ ବାବା କେଦାରନାଥ ଧାମର ଦ୍ୱାର ଏହି ଯାତ୍ରା ବର୍ଷରେ ମେ 10 ତାରିଖ ସକାଳ 7ଟାରେ ଖୋଲାଯିବ ।
ଶୁକ୍ରବାର ଶିବରାତ୍ରୀ ପର୍ବ ଅବସରରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟଙ୍କ ଉପସ୍ଥିତିରେ ରାୱଲ ଆଚାର୍ଯ୍ୟ, ବେଦପାଠକାରୀମାନେ ଓମକାରେଶ୍ୱର ମନ୍ଦିର ଉଖିମଠରେ ପୂଜାର୍ଚ୍ଚନା, ବିଧି ବିଧାନ, ପଂଚାଗ ଗଣନା ପରେ କେଦାରନାଥ ଧାମର ଦ୍ୱାର ଖୋଲିବା ତିଥି ନିର୍ଦ୍ଧାରଣ କରିଛନ୍ତି । ଏହି ଅବସରରେ ଓମକାରେଣ୍ୱର ମନ୍ଦିରକୁ 11 କ୍ୱିଣ୍ଟାଲ ଫୁଲରେ ସଜାଯାଇଥିଲା । ଶ୍ରଦ୍ଧାଳୁଙ୍କ ପାଇଁ ଦାତା ମାନେ ଭଣ୍ଡାରା ଓ ପ୍ରସାଦ ବିତରଣ କରିଥିଲେ ।

Show More

Related Articles

Back to top button