Breaking PLUSଓଡ଼ିଶାମୁଖ୍ୟ ଖବର

4ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର : କମିଶନରେଟ ପୁଲିସ ହାତରେ ଧରାପଡିଛନ୍ତି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ। ୪ ଲୁଟେରାଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୧ କେଜିରୁ ଅଧିକ ସୁନା ଗହଣା ଜବତ କରାଯାଇଛି। ଏହାସହ ଦେଢ କେଜି ରୁପା ଗହଣା ଓ ୪ ଲକ୍ଷ ଟଙ୍କା ମଧ୍ୟ ପୁଲିସ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button