ଓଡ଼ିଶାପୂଜା ପାର୍ବଣମୁଖ୍ୟ ଖବରସ୍ୱତନ୍ତ୍ର

ସାବିତ୍ରୀ ପାଇଁ ଚଳଚଞ୍ଚଳ ହାଟ ବଜାର

ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ବ୍ରତ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ହାଟ ବଜାର । ଫଳଠାରୁ ଆରମ୍ଭ କରି ଶାଢ଼ି ଦୋକାନ ଏବଂ ପୂଜା ସାମଗ୍ରୀ ଦୋକାନ ପର୍ଯ୍ୟନ୍ତ ସବୁଠି ଅସମ୍ଭାଳ ଭିଡ଼ । କିଏ ଶାଢୀ,ଚୁଡି କିଣିବାରେ ବ୍ୟସ୍ତ ତ କିଏ ପୁଣି ଫଳମୂଳ ଏବଂ ପୂଜା ସାମଗ୍ରୀ କିଣିବାରେ ବ୍ୟସ୍ତ ।

ଦରଦାମ୍ ଆକାଶଛୁଆଁ ହୋଇଥିଲେ ମଧ୍ୟ ଗ୍ରାହକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ସେହିପରି ଫଳ ବଜାରରେ ଆମ୍ବ କିଲୋ ପିଛା ୧୦୦ ରୁ ୧୫୦ ରହିଥିବା ବେଳେ ଲିଚୁ ୧୨୦ ଟଙ୍କା, ସପୁରୀ ୪୦, ତାଳ ୧୦, ଖଜୁରୀ ୫ ଟଙ୍କା ରହିଛି ।

 

Show More

Related Articles

Back to top button