Breaking PLUSଅପରାଧମୁଖ୍ୟ ଖବର

ପରିବା କିଣୁକିଣୁ ମୋବାଇଲ ଚୋରି

ପରିବା କିଣୁ କିଣୁ ଆଖି ପିଛୁଳାକେ ଲୁଟ୍ ହୋଇଗଲା ମୋବାଇଲ । ସିସିଟିଭିରେ କଏଦ ହେଲା ମୋବାଇଲ ଲୁଟ୍ ଦୃଶ୍ୟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ସହରରେ । ଡେଲି ମାର୍କେଟରେ ପରିବାର କିଣୁଥିଲେ ଲୋକେ । ବ୍ୟକ୍ତି ଜଣକ ପରିବା କିଣୁଥିବା ସମୟରେ ଜଣେ ଯୁବକ ଆସି ସେ ବ୍ୟକ୍ତି ଜଣକ ସାର୍ଟ ପକେର୍ଟରୁ ଅତି ଚାଲାକର ସହ ମୋବାଇଲ ଲୁଟି ନେଲା ।ମୋବାଇଲ୍ ଲୁଟ୍ କରିବାର କୌଶଳ ଏପରି ଥିଲା କି ତାଙ୍କ ମୋବାଇଲ ଚୋରି ହୋଇଛି ବୋଲି ସେ ବ୍ୟକ୍ତି ଜଣଙ୍କ ଜାଣି ପାରିନଥିଲେ । ଆଉ ଜାଣିବା ବେଳକୁ ଲୁଟେରା ଯୁବକ ଜଣଙ୍କ ସେଠାରୁ ପଳାଇ ଯାଇଥିଲା ।

Show More

Related Articles

Back to top button