Breaking PLUSଦେଶମୁଖ୍ୟ ଖବରଶିକ୍ଷା

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଥମ ବର୍ଷ ଶିକ୍ଷା ବର୍ଗରେ ଯୋଗ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ମହୋଦୟା ଆଜି ଢେଙ୍କାନାଳ ଠାରେ ଆଜି ରାଷ୍ଟ୍ର ନିର୍ମାଣ ପାଇଁ ସମର୍ପିତ ବିଶ୍ୱର ସର୍ବବୃହତ ସ୍ୱେଛାସେବୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନର ପ୍ରଥମ ବର୍ଷ ଶିକ୍ଷା ବର୍ଗରେ ଯୋଗଦେଲେ । ଏହି ଅବସରରେ ସମସ୍ତଙ୍କ ସହ ପରିଚୟ ହେବା ସହ ବିଭିନ୍ନ ବିଷୟରେ ଆଲୋଚନା ହେଲା ।

Show More

Related Articles

Back to top button