Breaking PLUSବଲିଉଡସେଲିବ୍ରିଟି

ସର୍ଜରୀ ପରେ ନୂଆ ଲୁକ୍‌ରେ ନଜର ଆସିଲେ ସୁସ୍ମିତା ସେନ୍

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଆଜି ତାଙ୍କର ୪୬ତମ ଜନ୍ମଦିନ ପାଳନ କରିଛନ୍ତି । ସୁସ୍ମିତା ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ଜଣାଶୁଣା ଚେହେରା ତଥା ଅଭିନେତ୍ରୀ ଭାବେ ପ୍ରସିଦ୍ଧ । ତାଙ୍କ ସୁନ୍ଦରତା, ଅଭିନୟ ଏବଂ ସାମାଜିକ ସେବା କାରଣରୁ ସେ ଚର୍ଚ୍ଚାରେ ରହିଥାନ୍ତି । ଏଥିପାଇଁ ତାଙ୍କ ଫ୍ୟାନ୍ ଫଲୋର୍ସ ମଧ୍ୟ ଖୁବ୍‌ ଅଧିକ ।

ତାଙ୍କ ଜନ୍ମଦିନ ଅବସରରେ ସୁସ୍ମିତା ସେନ୍ ଏକ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି । ଏହା ସହ ସେ ସେମାନଙ୍କୁ ଭଲ ପାଇବା ସହ ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ନେଇ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାକୁ ସେ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରଛନ୍ତି ।

Show More

Related Articles

Back to top button