Breaking PLUSଓଡ଼ିଶାମୁଖ୍ୟ ଖବର

୧୪ ତାରିଖରୁ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କୁ ରୋକିବେ ସେବାୟତ

ଭୁବନେଶ୍ୱର- ଅଣହିନ୍ଦୁଙ୍କୁ ରୋକିବେ ସେବାୟତ। ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୧୪ ତାରିଖରୁ ସିଂହଦ୍ୱାରରେ ୨ ଜଣ ପ୍ରତିହାରୀ ସେବକ ଜଗିବେ।
ପ୍ରଥମ ପର୍ଯ୍ୟାୟରେ ସକାଳ ଓ ସନ୍ଧ୍ୟାରେ ରହିବେ। ପରବର୍ତ୍ତୀ ଅବସ୍ଥାରେ ଚାରିଦ୍ୱାରରେ ପ୍ରତିହାରୀ ସେବକ ଜଗିବେ। ପ୍ରତିହାରୀ ନିଯୋଗ ସମ୍ପାଦକ ରାମନାରାୟଣ ଗୋଚ୍ଛିକାରଙ୍କ ପକ୍ଷରୁ ଏନେଇ ଶୁକ୍ରବାର ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button