Breaking PLUSଓଡ଼ିଶାମୁଖ୍ୟ ଖବର

ଲାଂଚ ନେବା ବେଳେ ଧରାପଡିଲେ ପୋଲିସ ବାବୁ

ଭୁବନେଶ୍ୱର/କଟକ, 2 ମାର୍ଚ୍ଚ – ଲାଂଚ ନେବା ବେଳେ ଧରାପଡିଛନ୍ତି କଟକ ଜିଲ୍ଲା ଭଦ୍ରେଶ୍ୱର ପୋଲିସ ଷ୍ଟେସନର ଏଏସଆଇ ଆଲୋକ କୁମାର ଷଡଙ୍ଗୀ । ଭଦ୍ରେଶ୍ୱର ଥାନାରେ ପୂର୍ବରୁ ରୁଜୁ ହୋଇଥିବା ଏକ ମାମଲାରେ ସହଯୋଗ କରିବାକୁ ଅଭିଯୋଗକାରୀଙ୍କ ଠାରୁ 8ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଆଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଲାଂଚ ଟଙ୍କା ଉଦ୍ଧାର ଓ ଜବତ କରାଯାଇଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ 3ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ମାମଲାର ତଦନ୍ତ ଜାରି ରହିଛି ।

Show More

Related Articles

Back to top button