Breaking PLUSଦେଶମୁଖ୍ୟ ଖବରରାଜନୀତି

ଆଜି ଜବଲପୁରରେ ରୋଡ୍ ସୋ କରିବେ ପିଏମ ମୋଦି

ଭୋପାଳ- ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜବଲପୁରରେ ବିଜେପି ପ୍ରାର୍ଥୀ ଆଶିଷ ଦୁବେଙ୍କ ସମର୍ଥନରେ ରୋଡ୍ ସୋ କରିବେ । ପ୍ରଶାସନ ପକ୍ଷରୁ ରୋଡ୍ ସୋ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଧ୍ୟା 6ଟାରେ ସରକାର ଭଗତ ସିଂ ଚୌକରୁ ଶଙ୍କରାଚାର୍ଯ୍ୟ ଚୌକ ଯାଏ ରୋଡ୍ ସୋ କରି ଲୋକଙ୍କ ଅଭିବାଦନ କରିବେ । ଏହି ରୋଡ୍ ସୋ ପ୍ରାୟ 1.2 କିଲୋମିଟର ଲମ୍ବା ହେବ ଏବଂ ଏଥିପାଇଁ ଏକ ଘଂଟା ସମୟ ନିର୍ଦ୍ଧାରଣ କରାଯାଇଛି ।

Show More

Related Articles

Back to top button