Breaking PLUSଦେଶମୁଖ୍ୟ ଖବର

ସଂସଦ ସୁରକ୍ଷାରେ ତ୍ରୁଟି ମାମଲା, ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ମାଗିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ, 28 ଡିସେମ୍ବର – ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ସମସ୍ତ 6ଜଣ ଅଭଯୁକ୍ତଙ୍କୁ ଗୁରୁବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ହାଜର ସମୟରେ ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ ଅନୁମତି ମାଗିଥିଲା । ଏହି ଆବେଦନ ଉପରେ ଜାନୁୟାରୀ 2 ତାରିଖରେ ଶୁଣାଣି କରିବେ କୋର୍ଟ ।
ସମସ୍ତ ଅଭିଯୁକ୍ତ ପଲିଗ୍ରାଫ ଟେଷ୍ଟ ପାଇଁ ପ୍ରସ୍ତୁତ କି ନାହିଁ ପଚାରିବାକୁ ଦିଲ୍ଲୀ ପୋଲିସ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା ।

Show More

Related Articles

Back to top button